Posts

Showing posts from January, 2022

Acidity ରୋଗ ଉପରେ…......

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 31 Acidity ରୋଗ ଉପରେ…* ଖାଦ୍ୟରେ ଯଦି ବିଷ ରହିବ ତାହେଲେ ଯକୃତ ତାକୁ ଅସ୍ବୀକାର କରିବ l ଯଦି ଖାଦ୍ୟରେ କୌଣସି ବିଷ ନାହିଁ କିନ୍ତୁ ମଣିଷ ପୂର୍ବରୁ ପେଟରେ ବିଷ ରଖିଥିବ ମାନେ ହେଲା ପେଟରେ କଫ ବା ଚର୍ବି ଅଧିକ ଥିବ ତାହେଲେ ମଧ୍ୟ ଖାଦ୍ୟ ହଜମ ଠିକ ହେବନାହିଁ l ଆମେ ପୂର୍ବ ଆଈମା ସ୍ୱାସ୍ଥ୍ୟ କଥାରେ କହିଛୁ ବିରୁଦ୍ଧ ଖାଦ୍ୟ ବିଷୟରେ ଏହା ମଧ୍ୟ ଖାଦ୍ୟ ହଜମ କରାଏ ନାହିଁ l ଯଦି ବ୍ୟକ୍ତିକୁ ଗ୍ୟାସ, ପେଟ ଫୁଲିବା, ପାଟିରୁ ଖଟା ବାସ୍ନା ଆସିବା, ହାକୁଟି ଆସିବା ବା ବାରମ୍ବାର ଝାଡା ଲାଗୁଥିବା, ପାଇଖାନା ଗଲେ ଶୀଘ୍ର ପେଟ ସଫା ନହେବା ବା ଚିକ୍କଣ ଝାଡା ହେବା, ପେଟ ଘା, ତୁଣ୍ଡ ଘା, ଅର୍ଶ,  ସମସ୍ତ ଚର୍ମ ରୋଗର ମୂଳ କାରଣ ହେଲା ଏସିଡ଼ିଟି l ତେଣୁ  କେଉଁ ଖାଦ୍ୟରେ ବିଷ ଅଛି ତାହା ତୁମ ପେଟ କହିଦେବ l ସମାଧାନ ହେଲା – ସେଇ ଖାଦ୍ୟ ଖାଅନି ପ୍ରଥମେ ନିଜର ହଜମ ଶକ୍ତିକୁ ବଢ଼ାନ୍ତୁ, କେମିତି? 👉 ଯଦି ଆପଣଙ୍କ ଏସିଡ଼ିଟି ରହୁଛି ସପ୍ତାହରେ ଗୋଟିଏ ଦିନ ଅନ୍ନ ତ୍ୟାଗ କରି ସକାଳେ ଓ ଦୁଇପହରେ ଫଳ ମୂଳ ଓ ରାତିରେ ଦେଶୀ ଗାଈ କ୍ଷୀର ସେବନ କରିବେ l 👉 ଜୁଆଣି ଖାଆନ୍ତୁ ସକାଳ ଓ ଦୁଇପହର ଖାଦ୍ୟରେ l 👉 ଜୁଆଣି ଔଷଧ ନୁହେଁ ଆମର ମସଲା ଭଳିଆ ଏକ ଖାଦ୍ୟ ଜିନିଷ l 👉 ସେଥିପାଇଁ ଦୁଇପହର ଭୋଜନ ପରେ ନିଶ୍ଚୟ ଜୁଆଣି ଖାଆନ୍ତୁ l 👉 ଖାଦ୍ୟ ଖାଇବାର ଦେଢ଼ ଘଣ୍ଟା ପରେ ପାଣି ପିଇବା ଉଚିତ l କମ ...